ଗାଡ଼ିଧକ୍କାରେ ୧ମୃତ, ୨ଗୁରୁତର

0 102

ପାଟଣାଗଡ଼,୨୪।୩(ଏସଏସ ନିଉଜ) ଅଜଣା ଗାଡ଼ି ଧକ୍କାରେ ଜଣେ ମୃତୁବରଣ କରିଥିବା ବେଳେ ଆଉ ୨ଜଣ ଗୁରୁତର ହୋଇଛନ୍ତି। ଧୁମଭଟା ଦେଓଗାଁ ନିକଟରେ ବାଇକ୍‌ରେ ଫେରିବା ବେଳେ ଦୁର୍ଘଟଣା ଘଟିଛି। ୩ ଜଣ ଷୋହଳ ପ୍ରହରୀ ଦେଖିଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ବୁର୍ଲା ଓ ବଲାଙ୍ଗିର ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.