ବଢୁଛି ସଂକ୍ରମଣ , ସତର୍କକଲେ ବିଶେଷଜ୍ଞ !

0 129

ଭୁବନେଶ୍ୱର,୨୪।୩(ଏସଏସ ନିଉଜ)ସଂକ୍ରମଣ ବଢୁଥିବାରୁ ବିଶେଷଜ୍ଞ ଡ଼ାକ୍ତର ନରେଶ୍ ତ୍ରେହାନଙ୍କ ପରାମର୍ଶ। ସନ୍ଦେହ ପ୍ରକାଶ ହେଲେ ନମୂନା ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି।
ଦିନକରେ ୧୭କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି।ରାଜ୍ୟରେ ୨୪ ଘଣ୍ଟାରେ ୧୭ନୂଆକୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକନିରଞ୍ଜନମିଶ୍ର।୧୩୪ ଦିନ ଭିତରେ ଏହା ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ବର୍ତ୍ତମାନ ୭୩ ଆକ୍ରାନ୍ତ ଥିବାବେଳେ ଜଣେ ହସ୍ପିଟାଲ ରେ ଚିକିତ୍ସାଧୀନ ଅଛନ୍ତି।ଗତ ୨୪ଘଣ୍ଟାରେ ୫୬୪୭ସାମ୍ପଲ୍‌ ଟେଷ୍ଟ ହୋଇଛି।ଟେଷ୍ଟିଂ ବଢ଼ିଥିବାରୁ ଅଧିକ ଚିହ୍ନଟ ହୋଇଥିବାବେଳେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.