ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ

0 117

କେନ୍ଦୁଝର,୨୪।୩(ଏସଏସ ନିଉଜ)ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ କରିଛନ୍ତି । ହରିଚନ୍ଦନପୁର ବ୍ଲକ୍ ଚକ୍ରଧରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେଠିକ୍ ସମୟରେ ଆସୁନାହାନ୍ତି । ଅନେକ ସମୟରେ ପ୍ରଧାନ ଶିକ୍ଷକ କାହାରିକୁ କିଛି ନଜଣାଇ ଛୁଟିରେ ରହିଯାଉଛନ୍ତି ।ଯାହାଫଳରେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଛି।

Leave A Reply

Your email address will not be published.