ନଦୀକୁ ଡେଇଁଲେ ମହିଳା

0 142

ଯାଜପୁର,୨୪।୩(ଏସଏସ ନିଉଜ) ପାଣିକୋଇଲିଥାନା ୧୬ ନମ୍ବର ଜାତୀୟ ରାଜପଥର ସାହାପୁରବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ମସୁଦପୁର ଅଞ୍ଚଳର ଆଦିବାସୀ ମହିଳା କୁନିମୁଣ୍ଡା ନିଖୋଜ ହୋଇଥିବା ଜଣାପଡିଛି । ଶୌଚ ହେବାକୁ ଆସି ଏମିତି କରିଛନ୍ତି ମହିଳା ଜଣଙ୍କ । ତେବେ କଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ଏବେବି ଜଣାପଡିନି ।ଖବରପାଇ ପାଣିକୋଇଲି ପୋଲିସ ଓ ବରୀ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.