ଆକାଶରେ ଚନ୍ଦ୍ର ତଳେ ଶୋଭାପାଉଛି ତାରା

0 164

ଭୁବନେଶ୍ୱର,୨୪ା୩(ଏସଏସନିଉଜ) ଆଜିସନ୍ଧ୍ୟାରେ ଆକାଶରେ ଚନ୍ଦ୍ର ଏବଂ ତାରାର ଏକ ମହାମିଳନ ଦେଖିବାକୁ ମିଳିଛି । ଅର୍ଦ୍ଧଚନ୍ଦ୍ର ତଳେ ଏକ ତାରା ଦୃଶ୍ୟମାନ ହୋଇଛି । ଯାହା ଲୋକଙ୍କୁ ଖୁବ ଆଶ୍ଚର‌୍ୟ୍ୟ କରି ଦେଇଛି । ଏହାକୁ ଲୋକମାନେ ମହାଜାଗତିକ ଦୃଶ୍ୟ ବୋଲି ମଧ୍ୟ କହିଛନ୍ତି । ଯାହାଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.