ଗଡିଲା ଟ୍ରେନ୍ ,ଶ୍ରୀନଗର ରୁ ବାରମୁଲା

0 521

ଭୁବନେଶ୍ବର:୧୩/୧୧- ପ୍ରଥମ ଥର ପାଇଁ ଗତ ସୋମବାର ଦିନ ପରୀକ୍ଷାମୂଳକ ଭାବେ ଶ୍ରୀନଗରରୁ ବାରମୁଲାକୁ ଟ୍ରେନ୍ ଗଡ଼ିଥିବା ଜଣାପଡିଛି।  ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ଦୀର୍ଘ ୩ ମାସ ଧରି ଟ୍ରେନ୍ ସେବା ବନ୍ଦ କରାଯାଇଥିଲା।ଜାମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ   ସୁରକ୍ଷା ବାବଦରେ ସମୀକ୍ଷା କରି  ଶ୍ରୀନଗରରୁ ବାରମୁଲା ଯାଏ ଏହି ଟ୍ରେନ ପରୀକ୍ଷାମୂଳକ ଭାବରେ ଗଡ଼ିଥିଲା।

 

Leave A Reply

Your email address will not be published.