ଗାଡ଼ିପାର୍କିଂକୁ ନେଇ ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ

0 125

ଭୁବନେଶ୍ୱର,୨୬ା୨(ଏସଏସନିଉଜ) ଗାଡ଼ିପାର୍କିଂକୁ କେନ୍ଦ୍ରକରି ଭିଏସଏସନଗରରେ ଟ୍ରାଫିକ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।ଏଥିରେ ଆହତ ହୋଇଥିବା କନଷ୍ଟେବଲ ମନୋଜବେହେରାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛିି । ଆକ୍ରମଣକାରୀବ୍ୟକ୍ତି ସହିଦନଗର ଥାନାରେ ଅଟକ ରହିଥିବାବେଳେ ସେ ବିଏସଏଫ ଜଣେ ବରିଷ୍ଠଅଧିକାରୀ ବୋଲି ସୁଚନା ମିଳିଛି ।

 

Leave A Reply

Your email address will not be published.