IED ବିସ୍ଫୋରଣରେ ଯବାନ ସହିଦ !

0 108

ବାରଙ୍ଗ,୨୬ା୨(ଏସଏସନିଉଜ)ଛତିଶଗଡ଼ ନାରାୟଣପୁର ଜିଲ୍ଲା ଓରଛା ଅଞ୍ଚଳରେ IED ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି। କମ୍ବିଂବେଳେ ନକ୍ସଲଙ୍କଦ୍ୱାରା ବିଛା ଯାଇଥିବାIED ବିସ୍ଫୋରଣ ଘଟିଥିଲା। କାଲି ସୁକମାରେ ନକ୍ସଲ ଗୁଳିରେ ୩ ସୁରକ୍ଷାକର୍ମୀ ସହିଦ ହୋଇଥିଲୋ

Leave A Reply

Your email address will not be published.