ଜଙ୍ଗଲରେ ଝୁଲନ୍ତା ମୃତଦେହ !

0 120

କଣ୍ଟାବାଞ୍ଜି,୨୬ା୨(ଏସଏସନିଉଜ) ପତରାଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକଜଣକ ଫାଇନାନ୍ସ କର୍ମଚାରୀ ବୋଲି ଜଣାପଡିଛି । ତାରଘର ବରଗଡ଼ ପାଇକମାଳରେ ହୋଇଥିବାବେଳେ ଘଟଣାସ୍ଥଳରେ ବାଇକ୍ ପଡ଼ିଛି । ୨ଦିନ ତଳୁ ଯୁବକ ନିଖୋଜ ଥିଲେ। ନିଖୋଜନେଇ ଥାନାରେ ଅଭିଯୋଗ ହୋଇଥିଲାା

Leave A Reply

Your email address will not be published.