ଖୋର୍ଦ୍ଧା,୨୬ା୨(ଏସଏସନିଉଜ) ଅଟ୍ରିର ପ୍ରସିଦ୍ଧ ହଟକେଶ୍ୱର ମନ୍ଦିରରୁ ଚୋରି ହୋଇଛି ।ଦାନବାକ୍ସ ଭାଙ୍ଗିବା ସହ ରୁପାନାଗ ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ପରିସରରେଥିବା ସବୁମନ୍ଦିରରୁ ରୁପା କିଭଟି ମଧ୍ୟ ଚୋରି ହୋଇଥିବାର ଅଭିଯୋଗ ହୋଇଯାଇଛି ।

Prev Post
Next Post