ଗଞ୍ଜାମରୁ ଅପହୃତ , ବିଶାଖାପାଟଣାରୁ ଉଦ୍ଧାର

0 102

ବ୍ରହ୍ମପୁର,୨୨ା୭(ଏସଏସନିଉଜ) ବନ୍ଧୁକମୁନରେ ୨ବ୍ୟବସାୟୀଭାଇଙ୍କୁ ଗତକାଲି ରାତିରେ ଅପହରଣ କରାଯାଇଥିବାବେଳେ ବିଶାଖାପାଟଣାର ଏକ ହୋଟେଲରୁ ପୁଲିସ ତାଙ୍କୁ ଆଜି ଉଦ୍ଧାର କରିଛିାତେବେ ଅପହରଣର ପକୃତକାରଣ ଅଦ୍ୟାବଧି ଜଣାପଡିନଥିବାବେଳେ କର୍ଣ୍ଣାଟକ ବେଙ୍ଗାଲୁରୁର ଅପହରଣ କାରୀମାନେ ହୋଇଥିବାର ସୂଚନା ମିଳିଛି । ଗଞ୍ଜାମଥାନାଅଧୀନ ପୁଇଁତୋଳଛକରେ କୃଷ୍ଣଚନ୍ଦ୍ର ସାହୁ ଓ ପଞ୍ଚାନନ ସାହୁଙ୍କର ଏକ ଭେରାଇଟ୍ ଷ୍ଟୋର ଅଛି ।ଗତକାଲିରାତିରେ ଉଭୟ ଭାଇ ଦୋକାନରେ ଥିବାବେଳେ କାରରେ କିଛି ଦୁର୍ବୁତଆସି ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ କରିନେଇଥିଲେ ।

 

Leave A Reply

Your email address will not be published.