ଚେନ୍ନାଇ୫/୮ (ସତ୍ୟସନ୍ଧାନ ଡେସ୍କ) କରୋନା ପଜିଟିଭ ରେ ଆକ୍ରାନ୍ତ ହୋଇଛନ୍ତି ବିଶିଷ୍ଟ ଗାୟକ ଏସପି ବାଲସୁବ୍ରମଣ୍ୟମ । ତାଙ୍କର ଥଣ୍ଡା ସହ ଜ୍ୱର ଲାଗି ରହିଥିଲା। ପରୀକ୍ଷା ପରେ ପଜିଟିଭ୍ ବାହାରିଥିବା ଜାରି କରି ଥିବା ଭିଡିଓରେ ସେ କହିଛନ୍ତି ।ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ କ୍ୱାରେଣ୍ଟାଇନରେ ରହିଥିଲେ ମଧ୍ୟ ପରିବାର ପାଇ ଚିନ୍ତା କରି ହସ୍ପିଟାଲରେ ଭର୍ତ୍ତି ହୋଇଥିବାର କହିଛନ୍ତି ।