ଘରେ ଛାଡିବାକୁ କହି ମହିଳାଙ୍କୁ ଗଣଦୁଷ୍କର୍ମ!

0 77

ପାରାଦୀପ,୨୮ା୧୨(ଏସଏସନିଉଜ) ଲକ୍ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି ।ଜଣେ ସଂପର୍କୀୟ ଓ ତାଙ୍କ ୨ ବନ୍ଧୁ ମିଶି ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଥାନାରେ ହୋଇଛି ।ପାରିବାରିକ ବିବାଦରୁ ଗତକାଲି ମହିଳା ଘର ଛାଡ଼ି ପଳାଇଥିଲେ ।ଖୋଜାଖୋଜି କରି ସଂପର୍କୀୟ ଓ ତାଙ୍କ ୨ ବନ୍ଧୁ ମହିଳାଙ୍କୁ ଠାବ କରିଥିଲେ ।ଠାବ କରି ଘରେ ଛାଡ଼ିଦେବାକୁ କହି ଗଣଦୁଷ୍କର୍ମ କରିଥିବାନେଇ ମହିଳାଜଣଙ୍କ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ଅଭିଯୁକ୍ତ ୩ ଜଣଙ୍କୁ ଅଟକ ରଖି ଲକ୍ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.