ଭୁବନେଶ୍ଵର,୬।୫(ଏସଏସନିୟୁଜ)ବାଣ ଗୋଦାମ୍ରେ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣଙ୍କର ଚିକିତ୍ସା ଚାଲିଥିବାର ଜଣାପଡିଛି। ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହରେ ଏହି ଅଘଟଣ ଘଟିଛି।

Next Post