ଗିରଫହେଲେ ୨ବାଉନ୍ସର

0 95

ଭୁବନେଶ୍ୱର,୭ା୯(ଏସଏସନିଉଜ) ଦାଦାବଟି ନଦେବାରୁ ଜଣେ ବାରକର୍ମଚାରୀଙ୍କୁ ଅପହରଣ କରି ମାଡମାରିବା ଅଭିଯୋଗରେ ୨ଜଣବାଉନ୍ସରକୁ ଏୟାରଫିଲ୍ଡ ଥାନା ପୁଲିସ ୧୮୨/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ଗିରଫକରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଆଶିଷସାହୁ ଓ ଆଦିତ୍ୟବରାଳ । ଅପହରଣକାରୀମାନେ କଟକରୋଡ଼ ମହାନ୍ତିବାରରେ କାମ କରୁଥିବା ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ କରିଥିଲୋ ଫ୍ଲୋରମ୍ୟାନେଜର ମୁଜିବୁର ରେହମାନଙ୍କୁ ଏକ ସ୍କର୍ପିଓ ଗାଡ଼ିରେ ଅପହରଣ କରି ମାସକୁ ୫୦ହଜାରଟଙ୍କା ବଟି ଦେବାକୁ ଦାବୀ କରିଥିଲେ । ପରେ ଟଙ୍କା ନଦେବାରୁ ମାଡ଼ ମାରି ଧମକାଇ ଛାଡ଼ିଦେଇଥିଲେ।

 

Leave A Reply

Your email address will not be published.