0 252 Share ଭୁବନେଶ୍ୱର,୯/୨(ସତ୍ୟସନ୍ଧାନ ଡେସ୍କ)ଗିରଫ ହେଲେ ଦୀପ ସିଧୁ । ଚାଷୀ ଆନ୍ଦୋଳନ ବେଳେ ଲାଲକିଲାରେ ପତାକା ଉଡାଇଥିଲେ ସିଧୁ।ଏହାପର ଠାରୁ ପୋଲିସ ତାଙ୍କୁ ଖୋଜୁଥିଲା ।ଶେଷରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି। 0 252 Share