ପାଖେଇ ଆସୁଛି ଖଣ୍ଡଗିରି ମେଳା…

ଖବର ଆଜିର,ତାରିଖ ୦୯-୦୨-୨୦୨୧ ମଙ୍ଗଳବାର

0 303

୧-ଏମଏସପି ଥିଲା, ଅଛି ଓ ରହିବ: ପ୍ରଧାନମନ୍ତ୍ରୀ ।
୨-ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ ପରେ ଆଲୋଚନା ପାଇଁ ପ୍ରସ୍ତୁତ କୃଷକ ନେତା ।
୩-ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦୀ- ପ୍ରତ୍ୟାହାର ହେବ ନାହିଁ କୃଷି ଆଇନ, ସଂଶୋଧନ ହିଁ ରାସ୍ତା !
୪–ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଶ୍ରୀମନ୍ଦିର ବାଇ-ଲ, ଟ୍ୱିଟ କରି ଜଣାଇଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।
୫-ଏପର୍ଯ୍ୟନ୍ତ ଦେଶରେ ପହଞ୍ଚିଛି ୧୧ ରାଫାଲ, ଏପ୍ରିଲ ୨୦୨୨ ସୁଦ୍ଧା ଫ୍ରେଞ୍ଚ ନିର୍ମିତ ଯୁଦ୍ଧ ବିମାନ ଜାହାଜ ଭାରତରେ ପହଞ୍ଚିବ: ରାଜନାଥ ସିଂ ।
୬-ମେ ୩ରୁ ୧୫ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା, ସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ପରିଷଦ
୭-୮ ଜିଲ୍ଲାରେ ପ୍ରବାହିତ ହେବ ଶୀତ ଲହରୀ : ଜାରିହେଲା ୟେଲୋ ଓ୍ଵାର୍ଣ୍ଣିଂ ।
୮-ଉତ୍ତରାଖଣ୍ଡରେ ଏବେ ବି ଚାଲିଛି ଉଦ୍ଧାର କାମ । ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି,୨୦୩ ନିଖୋଜ
୯-ଜବତ ନକଲି ସାମଗ୍ରୀ ମାଟିରେ ମିଶିଲା : ସ୍କ୍ବାସ୍‌, ସସ୍ ଓ ଆଚାର ବୋତଲ ଉପରେ ରୋଲର୍ ମଡ଼ାଇ କରାଗଲା ନଷ୍ଟ
୧୦-ପାଖେଇ ଆସୁଛି ଖଣ୍ଡଗିରି ମେଳା । ଯାତ୍ରା ପାଇଁ ହୋଇପାରୁନି ନିଷ୍ପତି । ଚାଲିଛି ବିଏମସିର ବିକଳ୍ପ ଜାଗା ଖୋଜା ।
୧୧-ଆଜି ରାଜ୍ୟ କ୍ୟାବିନେଟ ବୈଠକ – ୨୦୨୧-୨୨ ବର୍ଷର ବଜେଟକୁ ମିଳିବ ମଞ୍ଜୁରି
୧୨-ଭାରତ ବନାମ ଇଂଲଣ୍ଡ: ପ୍ରଥମ ଟେଷ୍ଟ ଚତୁର୍ଥ ଦିନ, ବିଜୟ ପାଇଁ ୪୨୦ ରନ୍ ଲକ୍ଷ୍ୟ, ଜିତିବାକୁ ଆଉ ୩୮୧
୧୩-ମନେ ରହିବେ କରୋନା ବିରୋଧୀ ଲଢ଼େଇରେ ବଳିଦାନ ଦେଇଥିବା ଯୋଦ୍ଧା । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କରୋନା ଯୋଦ୍ଧା ସ୍ମାରକ ।
୧୪-ବର୍ଦ୍ଧିତ ତୈଳଦର ପ୍ରଭାବ – ରାଜ୍ୟରେ କିଲୋମିଟର ପ୍ରତି ୬ ପଇସା ବଢ଼ିଲା ବସ୍ ଭଡ଼ା ।।
୧୫-ରମାଦେବୀ ବିଶ୍ବବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପୁରୁଣା ଭିତ୍ତିଭୂମି ପାଇବ ନୂଆ ରୂପ ।
୧୬-ମମତାଙ୍କୁ ଭେଟିଲେ ବିଜେପିରେ ସାମିଲ ୨ ଟିଏମସି ବିଧାୟକ, ରାଜନୈତିକ ମହଲରେ ହଟଚମଟ . ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.