ଗୁଳିକାଣ୍ଡ ଦିବସ ପାଳିତ

0 588

ମାଲକାନଗିରି, ୨୨/୮(ଏସଏସନିୟୁଜ)ମାଥିଲି ଠାରେ ରହିଥିବା ସହିଦ ସ୍ତମ୍ଭ ଏବଂ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଅନୁଷ୍ଠାନମାନଙ୍କ ପକ୍ଷରୁ ଗୁଳିକାଣ୍ଡ ଦିବସ ପାଳନ କରାଯାଇଛି।ଜିଲ୍ଲାରେ ଉପସ୍ଥିତ ଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବୟନଶିଳ୍ପ ଓ ହସ୍ତତନ୍ତୁ ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Leave A Reply

Your email address will not be published.