ବିଚାରାଧୀନ କଏଦୀଙ୍କ ମୃତ୍ୟୁ

0 175

କେନ୍ଦୁଝର, ୨୨/୮(ଏସଏସନିୟୁଜ)କେନ୍ଦୁଝର ଜିଲ୍ଲା କାରାଗାରରେ କୀର୍ତ୍ତନ କିଷାନ(୬୭) ନାମକ ଜଣେ ବିଚାରାଧୀନ କଏଦୀଙ୍କ ଜେଲ ଭିତରେ ମୃତ୍ୟୁ ହୋଇଛି। ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗରେ ୨୦୧୮ ଡିସେମ୍ବର ୧୨ତାରିଖରୁ ବିଚାରାଧୀନ କଏଦୀ ଭାବେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିଲେ । ଶନିବାର ଚା ପିଇବାକୁ ଗ୍ଲାସ ନେଉଥିବା ବେଳେ ଗୋଡ ଖସି ଯିବାରୁ ପଡିଯାଇଥିଲେ । ମୁଣ୍ଡ ପଛପଟ କାନ୍ଥରେ ମାଡ଼ ହୋଇ ରକ୍ତଶ୍ରାବ ହୋଇଥିଲା । ଚିକିସ୍‌ାପାଇଁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.