ଗୁପ୍ତାଙ୍ଗକୁ ଛେଚି ଗିରଫ ହେଲେ ଅଭିଯୁକ୍ତ

0 236

ବାଲିପାଟଣା, ୯/୧୨(ଏସଏସନିୟୁଜ)ବୁଧବାର ସଂଧ୍ୟାରେ ଜଣେ ଯୁବକଙ୍କ ଗୁପ୍ତାଙ୍ଗକୁ ପଥରରେ ଛେଚି ଦେଇଥିବା ଅଭିଯୋଗରେ ବିଶ୍ୱନାଥପୁର ଗ୍ରାମର ଜୁବୁଲା ଭୋଇଙ୍କୁ ଗିରଫ କରିଛି ବାଲିପାଟଣା ଥାନାପୋଲିସ । କୌଣସି କାରଣ ବଶତ ସେହି ଗ୍ରାମର ଭାଗ୍ୟଧର ଭୋଇଙ୍କ ସହିତ ଜୁବୁଲାର ପାଟିତୁଣ୍ଡ ହୋଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ପଥରରେ ଭାଗ୍ୟଧରଙ୍କ ଗୁପ୍ତାଙ୍ଗ କୁ ଛେଚି ଦେଇଥିଲେ ।ଏବେ ଗୁରୁତର ଅବସ୍ଥାରେ ଭାଗ୍ୟଧର ଚିକିସ୍‌ାଧିନ ଅଛନ୍ତି ।

Leave A Reply

Your email address will not be published.