୯୬ କେ.ଜି. ଗଞ୍ଜେଇ ଜବତ

0 163

ସୋରଡା, ୯/୧୨(ଏସଏସନିୟୁଜ) ଏନଏଚ୫୯ ପାଟପଲ୍ଲୀ ରାସ୍ତାରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ସୋରଡା ପୋଲିସ ୯୬ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଯାଞ୍ଚ ସମୟରେ ଦାରିଙ୍ଗବାଡି ପଟୁ ଆସୁଥିବା ଓଡ଼ି ୦୨ବି ବିବି ୩୭୭ନଂ ଟାଟା ଏସି ଗାଡିକୁ ରୋକିବା ପରେ ତାଭିତରୁ ଗଞେଇ ପେଲିସକୁ ମିଳିଥିଲା ।ଏହାସହ ଚାଳକସଞ୍ଜୟ ନାହକକୁ ଗିରଫ କରି ଏକ ମାବୋଇଲଫୋନ ମଧ୍ୟ ଜବତ କରିଛ ।

Leave A Reply

Your email address will not be published.