ହ୍ୟାଣ୍ଡପମ୍ପରୁ କୁକୁରକୁ ପାଣି ପିଇବାକୁ ଦେଇ ଚର୍ଚ୍ଚରେ ରହିଲେ ପୋଲିସ

0 177

ଭୁବନେଶ୍ୱର,୧୦/୫(ଏସଏସନିୟୁଜ) ବାରାଣାସୀରେ ଜଣେ ପୋଲିସ୍ ଏକ କୁକୁରକୁ ହ୍ୟାଣ୍ଡପମ୍ପରୁ ପାଣି ପିଇବାରେ ସାହାଯ୍ୟ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବାରାଣାସୀରେ କୁକୁରକୁ ହ୍ୟାଣ୍ଡପମ୍ପରୁ ପାଣି ପିଇବାରେ ସାହାଯ୍ୟ କରୁଥିବା ଜଣେ ପୋଲିସ୍ ଅଧିକାରୀଙ୍କ ହୃଦୟସ୍ପର୍ଶୀ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରାସ୍ତାରେ ଏକ ଚେୟାରରେ ବସିଥିବା ଜଣେ ପୋଲିସ୍ ହ୍ୟାଣ୍ଡପମ୍ପକୁ ମାରୁଥିବାବେଳେ କୁକୁରଟି ତା କ୍ଷୁଧାକୁ ମେଂଟାଇବାପାଇଁ ପାଣିପିଉଛି ।

Leave A Reply

Your email address will not be published.