ହାତୀ ଆକ୍ରମଣରେ ୨ ବନକର୍ମଚାରୀ ଗୁରୁତର

0 87

ମୟୁରଭଞ୍ଜ,୧୧ା୯(ଏସଏସନିଉଜ)ବେତନଟୀରେଞ୍ଜ ବଡାମପୁରସେକ୍ସନ ଅଧୀନ ମେର୍ଦ୍ଦା ଉପକଣ୍ଠ ବେଣାପୁରା ଗ୍ରାମ ନିକଟରେ ବଣୁଆ ହାତୀ ଆକ୍ରମଣରେ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଯତୀନ କିସ୍କୁ ଗୁରୁତର ଆହତ ହୋଇଛନ୍ତି ।ଗତକିଛି ଦିନହେଲା ୧୮ ଟିକିଆ ହାତୀପଲ ଏହି ଅଞ୍ଚଳରେ ଭାବେ ରହି ଉତ୍ପାତ ବଢ଼ାଇଛନ୍ତି ।ଗତକାଲି ବିଳମ୍ବିତ ରାତିରେ ଜନସାଧାରଣକୁ ସୁରକ୍ଷା ଦେବାପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏକଚାରିଟିକିଆ ହାତୀପଲ ବେଣାପୁରା ଗ୍ରାମରେ ପଶିବାସହ ଜଣେ ଲୋକଙ୍କ ଘରଭାଙ୍ଗିବାକୁ ଉଦ୍ୟମ କରୁଥିବାର ଖବରପାଇ ବନବିଭାଗ କର୍ମଚାରୀମାନେ ପହଁଚିଥିଲେ ।ଏହିସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲୋ

Leave A Reply

Your email address will not be published.