ହାତୀ ଦାନ୍ତ ସହ ଦୁଇ ଯୁବକ ଗିରଫ

0 176

ଦେବଗଡ , ୧୫/୮(ଏସଏସନିୟୁଜ) ମୂଲ୍ୟବାନ ହାତୀ ଦାନ୍ତ ବିକ୍ରି ଚାଲୁଥିବା ବେଳେ ଜଙ୍ଗଲ ବିଭାଗର ସ୍ଵତନ୍ତ୍ର ଟିମ ଚଢାଉ କରି ଭୁତେଲ ଗ୍ରାମର ଶିବ ମାଝୀଙ୍କ ପୁଅ ପବିତ୍ର ମାଝୀ ଓ ମନଫୁଲ ମାଝୀ ନାମକ ଦୁଇ ଜଣଙ୍କୁ ଗିରଫ କରିଛି ।ସେମାନଙ୍କଠାରୁ ୮୦ ସେଣ୍ଟିମିଟର ଲମ୍ବ ଓ ଚାରି କେଜି ସାତ ଶହ ଗ୍ରାମ୍ ଓଜନର ଦୁଇଟି ହାତୀଦାନ୍ତକୁ ଜବତ କରିଛି । ଏହିଘଟଣା ଦେବଗଡ ତିଲେଇବଣୀ ବ୍ଲକ ଅନ୍ତର୍ଗତ ସୋଡ ଗ୍ରାମରେ ଘଟିଛି ।

Leave A Reply

Your email address will not be published.