ହାତପାହାନ୍ତାରେ ମିଳିବ ଜନ୍ମମୃତ୍ୟୁ ପଞିକରଣ ସାଟିଫିକେଟ

0 242

କଟକ,୨୮/୧(ଏସଏସନିଉଜ) ଏଣିକି ଅନଲାଇନ ମାଧ୍ୟମରେ ଜନ୍ମମୃତ୍ୟୁ ପଞିକରଣ ସାଟିଫିକେଟ ଜନସାଧାରଣଙ୍କୁ ହାତପାହାନ୍ତା ରେ ମିଳିପାରିବ ।ରାଜ୍ୟସରକାରଙ୍କ ଜନ୍ମ ଓ ମୃତ୍ୟୁ ପଞିକରଣ ନୁତନ ପଦ୍ଧତି ମାଧ୍ୟମରେ ଓଡିଶାର ୩୧୪ଗୋଟି ଗ୍ରାମୀଣ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ସହରାଚଂଳର ୧୧୪ଗୋଟି ଇ- ପୈାରାଚଂଳରେ ଏହି ସେବା ଉପଲବ୍ଧ କରାଯିବାପାଇଁ ଚଳିତ ଜାନୁୟାରୀ୧ ତାରିଖ୨୦୨୨ରୁ ରାଜ୍ୟସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ୱେବସାଇଟ www.birthdeath.odisha.gov.in ସଂଯୋଗ ଶୁଭାରମ୍ଭ କରିଛନ୍ତି ।ଜନସାଧାରଣମାନେ ଏହି ୱେବସାଇଟ ମାଧ୍ୟମରେ ନିଜନିଜ ଅଂଚଳରରେ ଥିବା ଜନସେବା କେନ୍ଦ୍ରମାନଙ୍କ ରେ ହାତପାହାନ୍ତରେ ସହଜ ସରଳ ଭାବରେ ଅନଲାଇନରେ ସବିଶେଷ ତଥ୍ୟ ଦେଇ ଜନ୍ମମୃତ୍ୟୁ ପଞିକରଣ ସାଟିଫକେଟ ସ୍ୱଳ୍ପ ସୟ ମଧ୍ୟମରେ ପାଇପାରିବେ ।

Leave A Reply

Your email address will not be published.