ହାଇକୋର୍ଟରେ ପହଞ୍ଚିଲା ଟ୍ୱିନ୍ ସିଟି ଗଣେଶ ପୂଜା ମାମଲା

0 548

ଭୁବନେଶ୍ୱର୧୮ /୮ (ଏସ ଏସ ନିୟୁଜ ) କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜା କରାଇବା ପାଇଁ ଉଚ୍ଚ ନ୍ୟାୟଳୟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ।ଆବେଦନ କରିଛନ୍ତି ଆଇନଜୀବୀ ବିଭୁତ ଭୂଷଣ ଚୌଧୁରୀ । କରୋନା କଟକଣା ଭିତରେ ଟ୍ୱିନସିଟିରେ ପୂଜା ପାଳନ ପାଇଁ ଅନୁମତି ପ୍ରଦାନ କରିବାକୁ କୋର୍ଟଙ୍କୁ ଆବେଦନ କରିଛନ୍ତି ଆଇନଜୀବୀ ।ସବୁ ପ୍ରକାର କରୋନା କଟକଣାକୁ ମାନି କଟକ- ଭୁବନେଶ୍ୱରରେ ଗଣେଶ ପୂଜା କରାଯିବାକୁ ଅନୁମତି ପ୍ରଦାନ କରିବାକୁ କୋର୍ଟଙ୍କୁ ଆବେଦନ କରିଛନ୍ତି
ଆଇନଜୀବୀ ଚୌଧୁରୀ ।

Leave A Reply

Your email address will not be published.