ହୋଲିବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ

0 210

ସାକ୍ଷୀଗୋପଳ,୧୭/୨(ଏସଏସନିୟୁଜ) ହୋଲିବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ ।ସରସ୍ୱତୀ ପୂଜା ଠାରୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ସାକ୍ଷୀଗୋପିନାଥ ଦେବ ଭକ୍ତମାନଙ୍କୁ ହୋଲି ବେଶରେ ଦର୍ଶନ ଦେବା ଆରମ୍ଭ କରିଛନ୍ତି । ଦୁତୀୟ ବୈଷ୍ଠବ କ୍ଷେତ୍ର ଭାବେ ବେଶ ଜଣାଶୁଣା । ମଙ୍ଗଳବାର ସନ୍ଧ୍ୟା ଧୂପରେ ଚଳନ୍ତି ପ୍ରତିମା ମଦନମୋହନ ଓ ଦୋଳଗୋବିନ୍ଦ ଅରୁଣଖୁମ୍ଭ ପାଖରେ ପୂଜା ପାଇବେ । ସେଠାରେ ଉପଜାର , ଜାତଭୋଗ ଓ ବେଶ କରାଯିବା ସହ ଠାକୁର ଘୋଡଲାଗି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ସାକ୍ଷୀଗୋପାଳ ।

Leave A Reply

Your email address will not be published.