୧୯ରେ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ

0 270

କୋଣାର୍କ,୧୭/୨(ଏସଏସନିୟୁଜ) ଚଳିତବର୍ଷ ୧୯ରେ କୋଣାର୍କ ନାଟ୍ୟ ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି ୩୫ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । କରୋନା କଟକଣା ଯୋଗୁଁ ୩ ଦିନ ଧରି ହେଉଥିବା ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ କୁ ଚଳିତ ବର୍ଷ ଗୋଟିଏ ଦିନ ୧୯ ତାରିଖ ରେ ଅନୁଷ୍ଠିତ ହେବ । ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ ରେ ସାହିତ୍ୟ ଉତ୍ସବ, ଘଣ୍ଟମର୍ଦନ, ଓଡିଶିନୃତ୍ୟ,କଥକ ନୃତ୍ୟ ପରିବେଷଣ କରାଯିବ,ତା ସହିତ କରୋନା କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ଦର୍ଶକ ଙ୍କୁ ଅନୁମତି ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜକ ମାନେ କହିଛନ୍ତି ।

 

Leave A Reply

Your email address will not be published.