ହୋଲିହେଲା କାଳ-୫ମୃତ

0 105

ଭୁବନେଶ୍ୱର,୨୬।୩(ଏସଏସନିଉଜ)ହୋଲିରେ ଅଘଟଣ ଘଟି ଗାଧୋଇଲା ବେଳେ ବୁଡ଼ି ଭିନ୍ନଭିନ୍ନ ସ୍ଥାନରେ ୫ଜଣଙ୍କର ମୃତୁ ଘଟିଛି।ସାଲେପୁର କରମୁଆଁ ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।ପାରାଦୀପଲକ୍‌ ଥାନା କତକୁଲା ଗାଁ ପୋଖରୀରେ ବୁଡ଼ି ନାବାଳକ ମୃତ୍ୟୁ ହୋଇଛି।ସୋର ଥାନା ଦହିସଡ଼ାଗାଁ ପୋଖରୀରେ ବୁଡ଼ି ନାବାଳକ ମୃତ୍ୟୁ ହୋଇଛି।ବାଲେଶ୍ୱରପୋଲିସ କଲୋନୀରେ ପୋଖରୀରେ ବୁଡ଼ି ନାବାଳକ ମୃତ୍ୟୁ ହୋଇଛି।
ସମ୍ବଲପୁର ଚାଉଁରପୁର ପାୱାର ଚ୍ୟାନେଲ କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.