ସରପଞ୍ଚଙ୍କ ଘରେପଶି ଭଙ୍ଗାରୁଜା

0 35

ଖୋର୍ଦ୍ଧା,୨୬।୩(ଏସଏସନିଉଜ) ହୋଲିରେ ଗଣ୍ଡଗୋଳ ହୋଇଛି।ସରପଞ୍ଚଙ୍କ ଘରେ ପଶି ଭଙ୍ଗାରୁଜା ମଧ୍ୟ ହୋଇଥିବାର ଅଭିଯୋଗ ହୋଇଛି।
ଘରେ ପଶି ସଂଘବଦ୍ଧ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଦୁର୍ବୁର୍ତ।ବାଘମାରୀ ଥାନା ପଙ୍ଗାରୀସିଂ ସରପଞ୍ଚଙ୍କ ଘରେ ହୋଇଥିବା ସଂଘବଦ୍ଧ ଆକ୍ରମଣରେ ୨ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଥିବାବେଳେ ଗାଁରେ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି।ସେହିପରି ନୀଳଗିରିରେ ଗୋଷ୍ଠୀସଂଘର୍ଷ ଘଟି ୪ଜଣ ଆହତ ହୋଇଛନ୍ତି।ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇଛନ୍ତି।ଗୁହାଳିଆଗାଁରେ ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଯୋଗୁ ୪ ଆହତଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଛି।ଏହାପରେ ଗାଁରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.