ଓଲଟିଲା ଅଟୋ,ଜଣେ ମୃତ

0 27

କୋରାପୁଟ,୨୬।୩(ଏସଏସନିଉଜ) ଭାରସାମ୍ୟ ହରାଇ ଓଲଟିପଡିଲା ଅଟୋ।ଯାହାଫଳରେ ଜଣଙ୍କର ମୃତୁ ହୋଇଛି।ଅଟୋରେ ୧୬ଜଣ ଯାତ୍ରୀ ଥିବାବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଥିବାର ଜଣାପଡିଛି।ଗୁରୁତରଥିବା ୬ଜଣଯାତ୍ରୀଙ୍କୁ କୋରାପୁଟ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।ସମସ୍ତ ମୃତାହତ ଦଶମନ୍ତପୁରଥାନା ଅନ୍ତର୍ଗତ ବରଗଛଗାଁର ବୋଲି ସୂଚନା ମିଳିଛି।

Leave A Reply

Your email address will not be published.