ହସ୍ପିଟାଲରେ ମନ୍ତ୍ରୀ ପ୍ରତାପ ଜେନା

0 691

ଭୁବନେଶ୍ବର:୧୧/୯(ଏସଏସନିୟୁଜ) ହସ୍ପିଟାଲରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ପରେ ଦୁଇଟି ବ୍ଲକେଜ ଛାତିରେ ଥିବା ଜାଣିବାକୁ ପାଇଥିଲେ ।ଏହାପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଥିାବବେଳେ ସେ ଏବେ ସୁସ୍ଥ ଥିବାର ଜଣାପଡିଛି ।

Leave A Reply

Your email address will not be published.