ଧରାପଡିଲା ଚମ୍ପଟମାରିଥିବା ବନ୍ଦୀ

ଭୁବନେଶ୍ୱର,୭/୯(ଏସଏସନିଉଜ)ସୋରଉପକାରାଗାରରୁ ଚମ୍ପଟ୍ ମାରିଥିବା ବିଚାରାଧୀନ ବନ୍ଦୀ ମୟୂରଭଞ୍ଜ ଶରତ ଅଞ୍ଚଳରୁ ଧରାପଡ଼ିଛି । ସେ ଗତ ୧ତାରିଖରେ ଚମ୍ପଟ୍ ମାରିଥିଲା । ଚମ୍ପଟ୍ ମାରିବା ଘଟଣାରେ ଜଣେ ସବ୍ ଜେଲରଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା ।

- Advertisement -

Leave A Reply

Your email address will not be published.