ନଦୀରେ ଭାସୁଛି ମହିଳାଙ୍କ ମୃତଦେହ

କରଞ୍ଜିଆ, ୭/୯(ଏସଏସନିଉଜ) ଯଶୀପୁର ଥାନା କୁଦୁରବିସ୍ତା ନିକଟରେ ଅର୍ଦ୍ଧ ପ୍ରସବ ଅବସ୍ଥାରେ ମହିଳାଙ୍କ ମୃତଦେହ ଭାସୁଛି । କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ତାହା ଜାଣିବାକୁ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଁଛି ।ଏହାହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି ।

 

- Advertisement -

Leave A Reply

Your email address will not be published.