ICSE ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍

0 237

ନୂଆଦିଲ୍ଲୀ,୨୦/୪(ସତ୍ୟସନ୍ଧାନ ଡେସ୍କ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି CISCE(Council for the Indian School Certificate Examinations) ICSE(Indian School Certificate Examinations) ୨୦୨୧ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ହୋଇଛି ।। ସିବିଏସଇ ପରେ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ରଦ୍ଦ କାରିବା ସହ ଆଇସିଏସଇ ଦଶମ ପରୀକ୍ଷା ବାତିଲ ନେଇ ସିଆଇଏସସିଇ ନିଷ୍ପତ୍ତି ନେଇଛି । ଏଥିସହିତ ଆଇଏସସି ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରାଯାଇ ଏକାଦଶ ଶ୍ରେଣୀରେ ନାମ ଲେଖା ଲାଗି ସ୍କୁଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.