ଇତିହାସ ରଚିଲା ରୌପ୍ୟ ନଗରୀ

0 309

କଟକ,୧୫/୧୧(ଏସଏସନିଉଜ) ୨୨ମିନିଟରେ ୩୫ହଜାର କାଗଜଡଙ୍ଗା ତିଆରିକରି ରେକର୍ଡ ସୃଷ୍ଟି, କରିଛନ୍ତି ବାରବାଟୀ ଷ୍ଟାଡିଅମରେ ସ୍କୁଲ ଛାତ୍ରଛାତ୍ରୀ ଓ ସିଏମ୍‌ସି ଅଧିକାରୀ । କାଗଜଡଙ୍ଗା ତିଆରିରେ ଗିନିଜ ବୁକ୍ ଅଫ୍ ରେକର୍ଡ କରିଛି ।୨୧୨୧ଜଣପିଲା ୩୫ ମିନିଟରେ ତିଆରି କଲେ ୨୩ ହଜାର କାଗଜଡଙ୍ଗା ତିଆରିକରି ଗିନିଜ ୱାର୍ଲ୍ଡ ରେକର୍ଡ କରିପାରିଛି। ପୂର୍ବରୁ ବାହାର ରାଜ୍ୟରେ ୧୩୦୪ଟିଡଙ୍ଗା ନିର୍ମାଣ କରିଥିବା ବେଳେ ତାହାକୁ ଅତିକ୍ରମ କରିଛି କଟକ। ବାଲିଯାତ୍ରା କୁ ବିଶ୍ଵ ଦରବାରରେ ପ୍ରସିଦ୍ଧି ପାଇଁ କରାଯାଇଥିବା ଏହି ପ୍ରୟାସ ଆଜି ସଫଳ ହୋଇଛି।କଟକ ସହରର ୨୨ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରି ଡଙ୍ଗା ପ୍ରସ୍ତୁତ କରିଥିଲେ।.

Leave A Reply

Your email address will not be published.