କୋଟିପତି ରବିନାରାୟଣ !

0 150

ଭୁବନେଶ୍ୱର,୧୫/୧୧(ଏସଏସନିଉଜ) ଉଦଳା ଜଡଝଝର ସହକାରୀନିର୍ବାହୀଯନ୍ତ୍ରୀ ରବିନାରାୟଣପଣ୍ଡାଙ୍କ ସରକାରୀଘରୁ ଆଉ ୨ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନସ । ବର୍ତ୍ତମାନସୁଦ୍ଧା ପ୍ରାୟ ୨୯ଲକ୍ଷ ନଗଦଟଙ୍କା ଜବତ କରିଥିବାର ସୁଚନା ମିଳିଛି । ରବିନାରାୟଣଙ୍କର ଗୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାଟ, ୧୨ଟିପ୍ଲଟ ଠାବ ହୋଇଥିବାବେଳେ ଏହାବାଦ ୧କିଲୋଗ୍ରାମ ସୁନା ସମେତ ୧.୨ କୋଟିର ବ୍ୟାଙ୍କ ଜମା ଥିବା ଜଣାପଡିଛି ।

Leave A Reply

Your email address will not be published.