ଜଗା ଦର୍ଶନ ପାଇଁ ନୂଆ SOP

0 209

ପୁରୀ , ୬/୮(ଏସଏସନିୟୁଜ) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି ।ଏହିଆଧାରରେ ପୌରାଞ୍ଚଳର ୩୨ଟି ୱାର୍ଡରେ ଟୋକନ୍ ବଣ୍ଟନ ହେବ । ଟୋକନ୍ ଆଧାରକାର୍ଡ ଦେଖାଇ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ଦର୍ଶନ ପାଇଁ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି । ଶ୍ରୀମନ୍ଦିର ପରିସରରେ ଧୂପ, ଦୀପ ଜଳାଇବା, ଆନନ୍ଦବଜାରରେ ବସି ପ୍ରସାଦ ସେବନ କରିବା ମନା ହୋଇଛି ।

Leave A Reply

Your email address will not be published.