୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

0 162

ଭଦ୍ରକ, ୬/୮(ଏସଏସନିୟୁଜ) ଭଦ୍ରକର ପୁରୁଣାବଜାର ଥାନା ଅନ୍ତର୍ଗତ ନଂଘାମହଲା ଓ ସନ୍ଥିଆ ସାଳନ୍ଦୀ ବ୍ରିଜ୍ ନିକଟରୁ ଦୁଇ ଜଣ ବ୍ରାଉନ ସୁଗାର ଚୋରା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିପୋଲିସ ।ସେମାନଙ୍କଠାରୁ ପ୍ରାୟ ୨୬ଲକ୍ଷଟଙ୍କାର ୨୬୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି ।ଏହାସହ ଏକ ନମ୍ବର ବିହିନ ବାଇକ, ନଗଦ ୧୭ ହଜାର ଟଙ୍କା ଓ ଆଧାର କାର୍ଡ ଜବତ କରାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ନଂଘାମହଲାର ଅଝରଉଦ୍ଦିନ୍ ଖାନ ଓ ନୟାନଗର ଧନାଟୋଲାର ସର୍ଦ୍ଦାର କ୍ବାଦିର ବୋଲି ଜଣାପଡିଛି।

Leave A Reply

Your email address will not be published.