‌ପାଣି ଘେରରେ ପରିବାର

0 234

ବାଲିଅନ୍ତା,୬/୮(ଏସଏସନିୟୁଜ) ଗୋପବ୍ରାଞ୍ଚ କେନାଲରେ ଆଜି ସକାଳେ ଏକାଧିକ ସ୍ଥାନରେ ଘଳିଆ ପଡ଼ିବା ଯୋଗୁ ସ୍ଥାନୀୟ ଜୟଦେବ ପଞ୍ଚାୟତର ମହୁଖଣ୍ଡା ଓ କୋଳଥପିଠା ଗାଁ ପାଣି ଘେରରେ ରହିଛି। ଫଳରେ ଉପରୋକ୍ତ ଗ୍ରାମ ଦ୍ବୟର ପ୍ରାୟ ଦୁଇଶହ ପରିବାର ପାଣି ଘେରରେ ରହିଛନ୍ତି।କାହା ଗୁହାଳ ଘରେ ପାଣି ପଶିଛି ତ ବାରି ଓ ଘର ଚାରିପାଖରେ ୩ ଫୁଟ୍ ଉଚ୍ଚରେ ପାଣି ଚାଲିଥିଲା । ଗ୍‌ାରମବାସୀାମନେ ଯାତାୟତ କରିବା କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଖବରପାଇ ଜଳସେଚନ ବିଭାଗର ଅଧିକାରୀମାନେ ଘଟଣାସ୍ଥଲରେ ପହଁଚିବାପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ବାଉଁଶ ବତା ଓ ବାଲିବସ୍ତା ସାହାଯ୍ୟରେ ଘାଇସ୍ଥାନ ମରାମତି କରାଯାଇଥିଲା।

Leave A Reply

Your email address will not be published.