ଜାହାଜରୁ ଡେଇଁଲେ କ୍ରିଉ ସଦସ୍ୟ

0 64

ଜଗତସିଂହପୁର,୧୪ା୧(ଏସଏସନିଉଜ) ଜାହାଜରୁ ଜଣେ କ୍ରିଉ ସଦସ୍ୟ ସମୁଦ୍ରକୁ ଡେଇଁପଡିଲୋ ଆଜି ସକାଳେ ଏଭଳି ଘଟଣା ପାରାଦୀପ ବନ୍ଦରରୁ କୋକେନ୍ ଜବତ ହୋଇଥିବା ଜାହାଜରେ ଘଟିଛି।ତାଙ୍କୁ ଗୁରୁତରଅବସ୍ଥାରେ ଉଦ୍ଧାରକରାଯାଇ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛିା ଏହି ସଦସ୍ୟ ଭିଏତନାମର ନାଗରିକ ହୋଇଥିବାବେଳେ ତାଙ୍କ ନାମ ବୁଇ କଂ ହୁ। ଗତ ଡିସେମ୍ବର ୧ ତାରିଖ ରେ ଜାହାଜ ରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହେବାପରେ ଏବେ ୨୧ କ୍ରିଉ ସଦସ୍ୟଙ୍କୁ ଅଟକ ରଖାଯିବା ସହ ଜାହାଜକୁ ଜବତ କରିଛି କଷ୍ଟମ ବିଭାଗ। କଷ୍ଟମ ବିଭାଗର ନଜରରେ ଜାହାଜଟିଥିାବବେଳେ କିପରି କ୍ରିୟୁ ମେମ୍ବର ନିଜର ହାତ କାଟିଲେ ଓ ସମୁଦ୍ର ଭିତରକୁ ଡେଇଁଲେ ତାହାକୁନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.