ଖୋର୍ଦ୍ଧା,୨୧।୮(ଏସଏସନିଉଜ)୧୬ ନଂ NH ଗଡ଼ ଖୋର୍ଦ୍ଧା ଛକରେ ଲାଗିଲା ନିଆଁ।ବାଇପାସ ରୋଡ଼ କଲେକ୍ଟର ଅଫିସ ନିକଟରେ ହୁତୁହୁତୁ ହୋଇ ଜଳିଗଲା ଆମବସ ।ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ କର୍ମଚାରୀ ଓ ଯାତ୍ରୀ।ବସ୍ଟି ଭୁବନେଶ୍ବର ଭରତପୁରରୁ ଖୋର୍ଦ୍ଧା ଯାଉଥିଲା।ନିଆଁ ଲାଗିବା ଦେଖି ସମସ୍ତେ ବସ୍ରୁ ବାହାରି ପଡ଼ିଥିଲେ।ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଅନୁମାନ।
