ଜଳିଗଲେ ସ୍ୱାମୀ ଓ ସ୍ତ୍ରୀ

0 179

କେନ୍ଦୁଝର , ୨୫/୧୦(ଏସଏସନିୟୁଜ)ବାମେଵାରୀ ଥାନା ବଳଦା ଗ୍ରାମରେ ଗତକାଲି ନିଆଁ ଲାଗିଯିବାରୁ ଘରେ ଶୋଇଥିବା ସମୟରେ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଦେହୁରୀ ଓ ସ୍ତ୍ରୀ ଲକ୍ଷ୍ମୀ ଦେହୁରୀ ଜୀବନ୍ତ ଦଗ୍ଧ ହୋଇଥିବା ଭଳି ଦୁଃଖଦ ଘଟଣା ଘଟିଛି ।ସୈାଭାଗ୍ୟବଶତ ପାଖରେ ଶୋଇଥିବା ଛୋଟପୁଅଟି ବଂଚିଯାଇଛି ।ଏହି ଅଗ୍ନିକାଣ୍ଡରେ ସବୁଆସବାସପତ୍ର ପୋଡି ନଷ୍ଟ ହୋଇଯାଇଥିବାର ଜଣାପଡିଛି ।

 

Leave A Reply

Your email address will not be published.