ଚାଳକ ଖସିଗଲା,ଧରାପଡିଲା କାଠବୋଝେଇ ପିକ୍ଅପ୍ ଭ୍ୟାନ୍

0 183

ପାଟଣାଗଡ଼, ୨୫/୧୦(ଏସଏସନିୟୁଜ) ବିଳମ୍ବିତ ରାତିରେ ସିଆଲବନ୍ଧ ଗ୍ରାମ ନିକଟରେ କାଠ ବୋଝେଇ ବୋଲେରୋ ପିକ୍ଅପ୍ ଭ୍ୟାନ୍କୁ ପାଟଣାଗଡ଼ ବନ ବିଭାଗ ଜବତ କରିଛି । ଓଡି ୦୩ଡି ୪୧୮୬ନଂ ଭ୍ୟାନ୍ରେ କାଠ ନେଇ କିରିବାଞ୍ଜି ଜଙ୍ଗଲ ପଟରୁ ପାଟଣାଗଡ଼ ଆଡ଼କୁ ଆସୁଥିବାବେଳେ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ବନବିଭାଗ କର୍ମଚାରୀମାନଙ୍କ ହାବୁଡରେ ପଡିଥିଲା ।ଚାଳକ କୈାଶଳକ୍ରମେ ଫେରାର ହୋଇଯାଇଥିବାବେଳେ କାଠ ବୋଝେଇ ଗାଡିକୁ ବନବିଭାଗ ଜବତ କରିଥିଲେ ।

Leave A Reply

Your email address will not be published.