ଟିସି ନେବାକୁ ଛାତ୍ରଛାତ୍ରୀଙ୍କ ଭିଡ଼

0 195

କଳାହାଣ୍ଡି ,୨୫/୧୦(ଏସଏସନିୟୁଜ) ମହାଲିଙ୍ଗ ସନସାଇନ୍ କଲେଜ ବଦନାମ ହୋଇଯିବା ପରେ ଏବେ ଆରମ୍ଭ ହୋଇଯାଇଛି ଟିସି ନେବାର ପ୍ରକିୟା । ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତ ଉଜ୍ୱଳପାଇଁ ଟିସିନେବାକୁ ଭୀଡ ଲଗାଇଛନ୍ତି । ଗତକାଲି କଲେଜର ପରିଚାଳନା କମିଟିକୁ ଭାଙ୍ଗି ଦିଆଯାଇଛି। ଅନ୍ୟପଟେ ଆଜି ମହାଲିଙ୍ଗ ସନସାଇନ୍ କଲେଜରେ ଯୁକ୍ତ ଦୁଇ ଛାତ୍ରମାନଙ୍କର ପାଠପଢା ଆରମ୍ଭ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.