ଭିଜିଲାନ୍ସ ଜାଲରେ ସିଡିପିଓ

0 265

କଳାହାଣ୍ଡି,୨୫/୧୦(ଏସ ଏସ ନିୟୁଜ)ଲାଞ୍ଚ ନେବାବେଳେ ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥ ଭିଜିଲାନ୍ସ ହାତରେ ଧରପଡିଛନ୍ତି । ଏକ ଲକ୍ଷ ଟଙ୍କା ଲାଞ୍ଚ ଅଙ୍ଗନାବାଡ଼ି କର୍ମୀ ଚୟନ ପାଇଁ ନେଉଥିବା ବେଳେ ଧରାପଡ଼ିଛନ୍ତି ।୨୩/୨୧ନମ୍ବର ରେ କୋରାପୁଟ ଭିଜିଲାନ୍ସ ବିଭାଗ ଏକ ମକଦମା ରୁଜୁକରିଛି। ଏହାପରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିବାର ଜଣାପଡିଛି ।

.

Leave A Reply

Your email address will not be published.