ଭୁବନେଶ୍ୱର,୮ା୨(ଏସଏସନିଉଜ)ସୋର ଓ ଔପଦାରେଞ୍ଜ କୁଳଡିହାଅଭୟାରଣ୍ୟରେ ହୁତୁହୁତୁ ହୋଇ ଜଳୁଛିନିଆଁ। ନିଆଁକୁ ଲିଭାଇବାକୁ ବନ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ଲାଗିଛନ୍ତି । ୧୫ରୁ ୨୦ଏକରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବାର ଜଣାପଡିଛି ।ଗ୍ରୀଷ୍ମପ୍ରବାହ ପୂର୍ବରୁ ଜଙ୍ଗଲରେ ଦୁଇଦୁଇଥର ନିଆଁ ଲାଗି ସାରିଲାଣି ।
