ଜମି ଅଧିଗ୍ରହଣ ମାମଲାକୁ ନେଇ କଳିଙ୍ଗନଗରରେ ଉତ୍ତେଜନା

0 173

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) କଳିଙ୍ଗନଗରର କେ-୭ରେ ଥିବା ୫୦୩ ନମ୍ବର ଫ୍ଲାଟ୍ ରେ ୧୦୦ ବର୍ଷରୁ ଅଧିକ ସମୟ ହେବ ରହିଥିବା ଖଣ୍ଡୁଆଳ ମନ୍ଦିରକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି ।ଯାହାକୁନେଇ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମନ୍ଦିର ସ୍ଥାନରେ ପ୍ରସ୍ତାବିତ ହୋଇଥିବା ଯୋଜନାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି ।ମନ୍ଦିର ଆଗରେ ଓ ଜେସିବି ଆଗରେ ମହିଳାମାନର ବସିରହିବା ସହ ଉତେଜନା ଲାଗିରହିଛି । ଘଟଣା ସ୍ଥଳରେ ଏସିପିଙ୍କ ସମେତ ଖଣ୍ଡଗିରି ଓ ଭରତପୁର ଥାନାଧିକାରୀ ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.