୭ଟି ଜିଲ୍ଲାର ଦାୟିତ୍ୱରେ ରହିଲେ ଅରବିନ୍ଦ ଢାଲି

0 198

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) ଖୋର୍ଦ୍ଧା, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି ଓ କନ୍ଧମାଳ ଆଦି୭ଟି ଜିଲ୍ଲା ଧାନମଣ୍ଡି ପରିଚାଳନା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲେ ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢାଲି । ବିଧାୟକ ଏହିଜିଲ୍ଲାର ବିଭିନ୍ନ କୃଷି ସମବାୟ ସମିତ ପରିଦର୍ଶନ କରି ଧାନମଣ୍ଡି ପରିଚାଳନା କାର୍ଯ୍ୟ  ତଦାରଖ କରିବେ। ଏହାଦ୍ୱାରା କୃଷି ସମବାୟ ସମିତି ଦ୍ବାରା ପରିଚାଳିତ ଧାନମଣ୍ଡିର ସୁପରିଚାଳନା ସହ ଅସୁବିଧା ଏବଂ ସମସ୍ୟାର ସମାଧାନ ଶିଘ୍ର ହୋଇପାରିବ । ଚାଷୀମାନେ ମଧ୍ୟ ସିଧାସଳଖ ବିଭିର୍ଣ ଅସୁବିଧାକୁ ନେଇ ବିଧାୟକଙ୍କ ଦୃଷ୍ଟିଆକର୍ଷଣ କରିପାରିବେ ।

Leave A Reply

Your email address will not be published.