ଜାମୁଝରିରେ ପ୍ରତିଷ୍ଠା ହେବ ମହାତ୍ମାଗାନ୍ଧୀ ଜେଲ ଏକାଡେମି

0 265

ମେଣ୍ଢାଶାଳ,୨୯/୨(ଏସଏସନିୟୁଜ୍ର)ଜାମୁଝରିରେ ପ୍ରତିଷ୍ଠା ହେବ ମହାତ୍ମାଗାନ୍ଧୀ ଜେଲ ଏକାଡେମି । ଏଠାରେ ପ୍ରଶିକ୍ଷଣ ନେବେ ଜେଲରେ କାର୍ଯ୍ୟ କରୁଥିବା କର୍ମଚାରୀ । ରାଜ୍ୟଗୃହବିଭାଗ ପକ୍ଷରୁ ବିଦ୍ଧବଧଭାବେ ଶନିବାରଦିନ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱର ତହସିଲ ଅର୍ନ୍ତଗତ ଛତାବର ମୈାଜାର ଖାତନଂ ୫୬୨,ପ୍ଲଟନଂ୧,ଏରିଆ୪୬ଏକର ପରିମିତ ଜାଗାରେ ଏହି ଏକାଡେମୀ କରାଯିବ । ଏହି ଶିକ୍ଷାପ୍ରତିଷ୍ଠାନ ରେ କାରାଗର ଓ ତ୍ରୁଟିନିବାରକ ଶିକ୍ଷା ଜେଲବିଭାଗର କର୍ମଚାରୀମାନେ ନେବେ । ଏହାସହିତ ବ୍ରହ୍ମପୁରରେ ଥିବା ଓଡିଶା ଜେଲ ପ୍ରଶିକ୍ଷଣସ୍କୁଲ କୁ ଏହା ସହ ମିଶ୍ରଣ ମଧ୍ୟ କରାଯିବ ବୋଲି ନିଷ୍ପତି ନିଆଯାଇଥିବାର ବିଜ୍ଞପ୍ତିରେ କୁହାଯାଇଛି ।

Leave A Reply

Your email address will not be published.